ଆଜିର ଖବର ନୂଆପଡା ଉପନିର୍ବାଚନ: ନିଜ ପ୍ରାର୍ଥୀଙ୍କ ଉପରେ ବଡ଼ ଦାବି କଲା କଂଗ୍ରେସ ଭୁବନେଶ୍ଵର: କଂଗ୍ରେସ ପକ୍ଷରୁ ନୂଆପଡାରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବିଜୟ ସୁନିଶ୍ଚିତ ବୋଲି କଂଗ୍ରେସ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି।…