England Vs Sri Lanka

ନୂଆଦିଲ୍ଲୀ: ତୃତୀୟ ତଥା ଶେଷ ଟେଷ୍ଟରେ ଇଂଲଣ୍ଡକୁ ଶ୍ରୀଲଙ୍କା 8 ୱିକେଟରେ ପରାସ୍ତ କରିଛି। ଏହାପୂର୍ବରୁ ଶ୍ରୀଲଙ୍କା 2014 ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଜିତିଥିଲା।…