ଆଜିର ଖବର ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଆସିଥିଲା, ଯାହା ତାଙ୍କ ପ୍ରଶଂସକମାନଙ୍କୁ ବିଚଳିତ କରିଥିଲା। ତଥାପି, ତାଙ୍କ ଝିଅ ଇଶା ଦେଓଲ ଏବେ ଏକ…