ଆଜିର ଖବର ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର ନୂଆଦିଲ୍ଲୀ: ରୋଷେଇ ଘରେ ବ୍ୟବହାର କରୁଥିବା ମସଲାକୁ ନେଇ ଆସିଛି ବଡ଼ ଖବର। ଏଭରେଷ୍ଟ ଜିରା ପାଉଡରର ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍କୁ ରିକଲ୍ କରିବାକୁ ନିର୍ଦ୍ଦେଶ ଦେଇଛି…