ଜାତୀୟ ଖବର ବିଏସ୍-୬ ଗାଡ଼ି ପିୟୁସି ବୈଧତା ୩୬ ମାସକୁ ବୃଦ୍ଧି ନୂଆଦିଲ୍ଲୀ: ବିଭିନ୍ନ ବର୍ଗର ଯାନବାହନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ (ପିୟୁସି) ସାର୍ଟିଫିକେଟ୍ର ବୈଧତା ଅବଧିରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ…