ଆଜିର ଖବର ଦେଶରେ ଚାଲିଛି ୩୨ ଟି ନକଲି ବିଶ୍ୱବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC ନୂଆଦିଲ୍ଲୀ: ନକଲି ବିଶ୍ୱବିଦ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ରତର କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସାରା ଦେଶରେ ୩୨ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରିଛି। ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟସଭାକୁ…