ଆଜିର ଖବର ଆଉ ନାହାନ୍ତି ଅଭିନେତା ଫରାଜ୍ ଖାନ୍ : ରାଣୀ ମୁଖାର୍ଜୀଙ୍କ ସହ କରିଥିଲେ କାମ ମୁମ୍ବାଇ : ଚଳିତ ବର୍ଷ ବହୁ ଲୋକପ୍ରିୟ, ସ୍ବନାମଧନ୍ୟ ନେତା, ଅଭିନେତା, ଗୀତିକାର,ସାହିତ୍ୟିକଙ୍କୁ ଆମେ ହରାଇଛି । କରୋନା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ହରାଇଛୁ ଆମେ…