ଆଜିର ଖବର ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ ତ୍ରିଶୁର: ମଙ୍ଗଳବାର ଅପରାହ୍ନରେ କେରଳର ତ୍ରିଶୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ ରୁ ଅଧିକ ଆହତ…