ତ୍ରିଶୁର: ମଙ୍ଗଳବାର ଅପରାହ୍ନରେ କେରଳର ତ୍ରିଶୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ ରୁ ଅଧିକ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୩.୩୫ ସମୟରେ ମୁଣ୍ଡାଥିକୋଡର ଉତ୍ପାଦନ ୟୁନିଟରେ ଏହି ଘଟଣା ଘଟିଥିଲା।