ଜାତୀୟ ଖବର ୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ହଜାର ହଜାର ଲୋକ ବିମାନରେ ଯାତ୍ରା କରନ୍ତି। ମଧ୍ୟବିତ୍ତ ବର୍ଗଙ୍କ ପାଇଁ ମଧ୍ୟ ବିମାନ ଯାତ୍ରା ଏକ ସାଧାରଣ ବିକଳ୍ପ ପାଲଟିଛି। ତଥାପି…