ଆଜିର ଖବର ‘ଫୁଡ୍ ଡିଭୋର୍ସ’ ଟ୍ରେଣ୍ଡ: ଖାଦ୍ୟକୁ ନେଇ ଦମ୍ପତିଙ୍କ ଝଗଡ଼ାର ନୂଆ ସମାଧାନ, ଜାଣନ୍ତୁ କ’ଣ ଏହି ଧାରଣା ସମ୍ପର୍କରେ ଛୋଟ ଛୋଟ ମତଭେଦ ସ୍ୱାଭାବିକ। କିନ୍ତୁ ଦୈନନ୍ଦିନ ଜୀବନର ଏକ ସାଧାରଣ ପ୍ରଶ୍ନ—‘ଆଜି ରାତିରେ କ’ଣ ଖାଇବା?’—ଯଦି ପ୍ରତିଦିନର ଝଗଡ଼ାର କାରଣ ପାଲଟିଯାଏ, ତେବେ ଏହାର…