ଆଜିର ଖବର ଆର୍ଥିକ ବର୍ଷ ୨୦୨୬ରେ ୭.୩% ଗତିରେ ବଢିବ ଭାରତ: ମୁଡିଜ୍ ର ଆକଳନ ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬ରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା କରାଯାଉଛି। ମୂଲ୍ୟାଙ୍କନ ଏଜେନ୍ସି ମୁଡିଜ୍ ଆକଳନ କରିଛି ଯେ, ଦେଶର ଆର୍ଥିକ…