ଆଜିର ଖବର ରେଢ଼ାଖୋଲରେ ଗଞ୍ଜେଇ ଚାଲାଣ: କାର ସହ ୩ ଅଭିଯୁକ୍ତ ଗିରଫ ରେଢ଼ାଖୋଲ (କନ୍ଦର୍ପ ବେହେରା): କାରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ରେଢ଼ାଖୋଲ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ…