ଅନ୍ତରାଷ୍ଟ୍ରୀୟ ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୈତିକ ଫୋରମର ସଭାପତି ଏବଂ ସିଇଓ ବୋର୍ଗେ ବ୍ରେଣ୍ଡେ ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଜଣେ ଆମେରିକୀୟ ଦୋଷୀ ଯୌନ ନିର୍ଯାତନାକାରୀ ଜେଫ୍ରି…