ଆଜିର ଖବର ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା ହିମାଳୟରେ ବଢୁଛି ଗ୍ଲେସିୟର ହ୍ରଦ ବିସ୍ଫୋରଣ ବନ୍ୟାର ଆଶଙ୍କା । ଜଳବାୟୁ ପରିବର୍ତ୍ତନ ସାଜୁଛି ବଡ଼ କାରଣ । ଅସୁରକ୍ଷିତ ନଦୀ ଉପତ୍ୟକାରେ ବଢୁଛି ମାନବ ବସତି…