ଆଞ୍ଚଳିକ ଅବେହଳିତ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ପୁରାତନ ବିଦ୍ୟାଳୟ; ବାଣପୁରର ଗୋଦାବରୀଶ ବିଦ୍ୟାପୀଠ ସମୀକ୍ଷା ବ୍ୟୁରୋ ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ଆଜି ବିିଭିନ୍ନ ସମସ୍ୟାଘେରରେ। ୧୯୩୦ ମସିହା ବ୍ରିଟିଶ୍ ଅମଳରେ ଓଡ଼ିଶାର ବାଣପୁରଠାରେ ସ୍ଥାପିତ ହୋଇଥିବା ଗୋଦାବରୀଶ ବିଦ୍ୟାପୀଠ ହେଉଛି ଓଡ଼ିଶାର…