ଆଜିର ଖବର ଗୋଧ୍ରା ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ରରେ ବଢିଲା ଦର୍ଶକଙ୍କ ଆଗ୍ରହ, ରୋଜଗାରରେ ବୃଦ୍ଧି ମୁମ୍ବାଇ: ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ନଭେମ୍ବର ୧୫ ତାରିଖରେ ପ୍ରେକ୍ଷାଳୟକୁ ଆସିଛି। ୨୦୦୨ ମସିହାରେ ଗୁଜରାଟର ଗୋଧ୍ରାଠାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ଉପରେ…