ଅନ୍ତରାଷ୍ଟ୍ରୀୟ ନିବେଶକଙ୍କୁ ଝଟକା! ସୁନାର ଚମକ ଫିକା, ଦର ହ୍ରାସ ପଛରେ ରହିଛି ଏହି ୫ କାରଣ ନୂଆଦିଲ୍ଲୀ: ସୁନା! ଏମିତି ଏକ ନିବେଶ, ଯାହା ଉପରେ ଦୀର୍ଘବର୍ଷ ଧରି ଲୋକଙ୍କର ଅତୁଟ ଭରସା ରହିଆସିଛି। ଯୁଦ୍ଧ ହେଉ କି ଆର୍ଥିକ ସଙ୍କଟ, ମୁଦ୍ରାସ୍ଫୀତି ହେଉ…