ଜାତୀୟ ଖବର ଧନତରାସରେ ବୋହି ନେଲେ ପ୍ରାୟ ୩ କ୍ବିଣ୍ଟାଲ ସୁନା, ୧୫୦ କୋଟି ବେପାର ଭୁବନେଶ୍ବର: ଏଥର ଧନତରାସ୍ ସୁନା ବେପାରୀଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। କାରଣ ଦୁଇବର୍ଷ ଧରି କରୋନାରେ ଦୋକାନ ବନ୍ଦ ଥିବାରୁ ବେପାର ହୋଇ ନ ଥିଲା।…