ଜୀବନ ଶୈଳୀ ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay ଭୁବନେଶ୍ଵର: ଡିଜିଟାଲ୍ ପେମେଣ୍ଟର ଯୁଗରେ UPI ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଦୋକାନରେ ପେମେଣ୍ଟଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ -…