ଆଞ୍ଚଳିକ ‘ଆଇ ଆମ୍ ଉଇଥ୍ ନେଚର’ ଉଦଯାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ପ୍ରସିଦ୍ଧ ନାଟ୍ୟକାର ଗୋ ପାଳ ଛୋଟରାୟଙ୍କ ସରଳ ଓ ନିରାଡଞ୍ଚର ବ୍ୟକ୍ତିତ୍ୱରେ ଆନ୍ତରିକତା ଓ ବୌଦ୍ଧିକତା ଭରି ରହିଥିଲା। କଟକ ସହିତ ତାଙ୍କର…