ଆଜିର ଖବର ପ୍ରିୟଙ୍କାଙ୍କୁ ଜବାବ ଦେଲେ ମାୟାବତୀ, କ୍ଷମତାରେ ଥିବାବେଳେ କଂଗ୍ରେସ ଦଳିତଙ୍କୁ କରିଛି ଅଣଦେଖା ଲକ୍ଷ୍ନୌ, 28/12: ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧିଙ୍କ ଜବାବ ଦେଇଛନ୍ତି । କଂଗ୍ରେସର ‘ଭାରତ ବଂଚାଓ, ସମ୍ବିଧାନ ବଂଚାଓ ରାଲିକୁ…