ଆଜିର ଖବର ଗୁଜୁରାଟରେ କଂଗ୍ରେସକୁ ଝଟକା: ‘ହାତ’ ଛାଡିଲେ ପୂର୍ବତନ ସଭାପତି ଅର୍ଜୁନ ମୋଢୱାଡିଆ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କଂଗ୍ରେସକୁ ଝଟକା ଲାଗିଛି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଅର୍ଜୁନ ମୋଢୱାଡିଆ ଦଳରୁ ଇସ୍ତଫା ଦେଇଛନ୍ତି।…