ଆଜିର ଖବର ୮ ବର୍ଷର ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍! ଘରେ ପଶି ୫ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ୨.୫ ଲକ୍ଷରୁ ଅଧିକ ଟଙ୍କା ବାଲେଶ୍ୱର: ଘରେ ପଶିଲେ, ୮ ବର୍ଷର ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇଲେ। ମାଆ ଓ ଜେଜେବାପାଙ୍କୁ ବାନ୍ଧି ରଖି ଲୁଟିନେଲେ ନଗଦ ଟଙ୍କା ଓ ସୁନା ଗହଣା।…