ଜାତୀୟ ଖବର ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ଭୋପାଳ: ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପ-ନିର୍ବାଚନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ହୋଇଛି। ମଙ୍ଗଳବାର ନାମାଙ୍କନ ଯାଞ୍ଚର ଶେଷ…