ଆଜିର ଖବର କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ? ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ଅନିୟମିତତାର ଗମ୍ଭୀର ଅଭିଯୋଗ ଆଣିଛନ୍ତି।…