ଅନ୍ତରାଷ୍ଟ୍ରୀୟ ଇରାନର ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାର ଶିକାର, ଘଟଣାସ୍ଥଳରେ ପହଞ୍ଚିଲେ ଉଦ୍ଧାରକାରୀ ଦଳ ନୂଆଦିଲ୍ଲୀ: ଇରାନର ସରକାରୀ ଟେଲିଭିଜନର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଅଜରବୈଜାନରେ ଜରୁରୀକାଳୀନ ଅବତରଣ କରିଛି। ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା…