ଜାତୀୟ ଖବର କରୁର ଦୁର୍ଘଟଣାର ତଦନ୍ତ କରିବ ଏନଡିଏ: ହେମା ମାଳିନୀଙ୍କ ନେତୃତ୍ୱରେ ୮ ଜଣିଆ ପ୍ରତିନିଧିମଣ୍ଡଳ ଗଠନ ନୂଆଦିଲ୍ଲୀ: ତାମିଲନାଡୁର କରୁରରେ ଦଳାଚକଟାରେ ଘଟିଥିବା ଦୁର୍ଘଟଣା ପାଇଁ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ପ୍ରକାଶ କରିଛନ୍ତି। ସେ ପୀଡିତଙ୍କ…