ଅପରାଧ କଡା ସୁରକ୍ଷା ଭିତରେ ହାଇଦ୍ରାବାଦରୁ ଆସିଲା ହାଇଦର ଭୁବନେଶ୍ବର, ଆଜି କମିଶନରେଟ ପୋଲିସ କଡା ସୁରକ୍ଷା ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଆଣିଛି। ଗତକାଲି ରାତିରେ ଓଡିଶା ପୋଲିସ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ଗିରଫ…