ଆଜିର ଖବର ରାଜ୍ୟରେ ରହିଛି 5 ପ୍ରକାରର କରୋନା ଭାଇରସ୍ : ଆଇଏଲ୍ଏସ୍ ନିର୍ଦ୍ଦେଶକ ଭୁବନେଶ୍ବର : ରାଜ୍ୟରେ 5 ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇଏଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା । 19A, 19B, 20A,…