ଆଜିର ଖବର ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍! ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ୬ ଜଣଙ୍କ ଜୀବନ ଯିବା ପରେ ଏବେ ଆକ୍ସନ୍ ମୋଡ୍ରେ ଦିଲ୍ଲୀ ସରକାର। ପୁରୁଣା କୋଠାରେ…