ଜାତୀୟ ଖବର ଆୟକର ନେଇ ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା, 75 ବର୍ଷ ବୟସ୍କ କରଦାତାଙ୍କ ଆୟକର ଛାଡ ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2021 ବଜେଟ୍ ଉପସ୍ଥାପନ କରିଛନ୍ତି। ଟିକସଦାତାଙ୍କ କ୍ଷେତ୍ରରେ, ଏହି ବଜେଟରେ ଦୁଇଟି ବଡ଼ ଘୋଷଣା କରାଯାଇଛି। 1-ପ୍ରଥମ ଘୋଷଣା ହେଉଛି…