ଆଜିର ଖବର ଆଜିଠାରୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଏବଂ କିପରି ଦେଖିବେ ସିଧାପ୍ରସାରଣ? ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ୍ ବର୍ମିଂହାମର ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଅଛି। ଭାରତୀୟ ଦଳ…