ଅନ୍ତରାଷ୍ଟ୍ରୀୟ ବାଂଲାଦେଶରେ ଭିସା କେନ୍ଦ୍ର ବନ୍ଦ କଲା ଭାରତ, ଏହା ପଡ଼ୋଶୀ ଦେଶକୁ କିପରି ହେବ କ୍ଷତି? ନୂଆଦିଲ୍ଲୀ: ଢାକାର ସୁରକ୍ଷା ପରିସ୍ଥିତି ବିଗିଡ଼ିବା ମଧ୍ୟରେ ଭାରତ ଜମୁନା ଫ୍ୟୁଚର୍ ପାର୍କରେ ଅବସ୍ଥିତ ଏହାର ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି।…