ଆଜିର ଖବର ଟିମ୍ ଇଣ୍ଡିଆର ନେତୃତ୍ଵ ନେବେ ଶୁଭମନ ଗିଲ, ଜାଣନ୍ତୁ ରୋହିତଙ୍କୁ କାହିଁକି ମିଳିବ ଛୁଟି? ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ରବିବାର ଦୁବାଇରେ ଖେଳାଯିବ। ଖେଳାଳି ଏକାଦଶରେ ପରିବର୍ତ୍ତନ ସହିତ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ପଡିଆକୁ ଓହ୍ଳାଇବ।…