ଆଜିର ଖବର ସେନାର ରାଜନୀତି କରଣ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସେନାର ବରିଷ୍ଠ କର୍ମୀ ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ସେନାର ବରିଷ୍ଠ ଏବଂ ଅବସରପ୍ରାପ୍ତ କର୍ମଚାରୀ। ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଏହି ପତ୍ରରେ ୮ ଜଣ ପୂର୍ବତନ…