ଜାତୀୟ ଖବର ଭାରତକୁ କାହିଁକି ପ୍ରଶଂସା କଲେ ଭ୍ଲାଦିମିର ପୁଟିନ?: ଜାଣନ୍ତୁ ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ସଭ୍ୟତା ଏବଂ ଦେଶର ଭାଷାଗତ ବିବିଧତାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଆଲୋଚନାକୁ ଉଲ୍ଲେଖ…