ଆଜିର ଖବର ଭାରତ ମହାସାଗରରେ ଭାରତର ଦବଦବା, ସୋମାଲିଆ ଜଳଦସ୍ୟୁଙ୍କୁ ଦେଲା କଡ଼ା ଜବାବ ନୂଆଦିଲ୍ଲୀ: ସମୁଦ୍ର ମଝିରେ ଜଳଦସ୍ୟୁଙ୍କ ଆତଙ୍କ। ଅସ୍ତ୍ରଶସ୍ତ୍ର ଧରି ମାଛଧରା ଜାହାଜକୁ କବ୍ଜା କରିନେଲେ ସଶସ୍ତ୍ର ଡକାୟତ। ବନ୍ଦୀ ହୋଇ ରହିଥିଲେ ୨୦ ଜଣ କ୍ରୁ ସଦସ୍ୟ।…