ଆଜିର ଖବର ଶ୍ରୀଲଙ୍କା ଆକ୍ରମଣ ଘଟଣା : ତିନି ଜଣିଆ ତଦନ୍ତ କମିଟି ଗଠିତ ଶ୍ରୀଲଙ୍କାରେ ଗତକାଲି ଇଷ୍ଟର ଅବସରରେ ଘଟିଥିବା ମର୍ମନ୍ତୁଦ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ମୈତ୍ରିପାଳା ଶିରିସେନା।…