ଆଜିର ଖବର କାର୍ତ୍ତିକ ଶର୍ମାଙ୍କୁ ୧୪.୨୦ କୋଟିରେ କିଣିଲା ଚେନ୍ନାଇ: ଜାଣନ୍ତୁ କିଏ ସେ ଅନକ୍ୟାପ୍ ଖେଳାଳି? ନୂଆଦିଲ୍ଲୀ: ପ୍ରଶାନ୍ତ ବୀରଙ୍କ ପରେ କାର୍ତ୍ତିକ ଶର୍ମା ଏକ ନୂତନ ନାମ। ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୧୪.୨୦ କୋଟି ଟଙ୍କାରେ ଆଇପିଏଲ ୨୦୨୬ ନିଲାମରେ କିଣିଥିଲା।…