ଆଜିର ଖବର ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ ନୂଆଦିଲ୍ଲୀ: ୨୦୨୬ ଆଇପିଏଲ ରେ ଖେଳାଳିଙ୍କ ଟ୍ରେଡ ବିଷୟ ବହୁତ ଚର୍ଚ୍ଚା ହେଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଖେଳାଳିଙ୍କର ପରିବର୍ତ୍ତନ ହୋଇନାହିଁ। ସଞ୍ଜୁ ସାମସନଙ୍କ ନାମ ଅନେକ…