ଆଜିର ଖବର ଇରମ ପଞ୍ଚାୟତ ପିଇଓ ଚିନ୍ମୟୀ ପଣ୍ଡା ନିଲମ୍ବିତ ଭଦ୍ରକ: ଭଦ୍ରକ ଜିଲ୍ଲାର ଇରମ ପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର (ପିଇଓ) ଚିନ୍ମୟୀ ପଣ୍ଡାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା ଏବଂ ଅର୍ଥ ହେରଫେର ଅଭିଯୋଗରେ…