ଅନ୍ତରାଷ୍ଟ୍ରୀୟ ତୃତୀୟ ବିଶ୍ୱଯୁଦ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ଇରାନ-ଆମେରିକା ସଂଘର୍ଷ: ଜାଣନ୍ତୁ ନିରପେକ୍ଷ ରହିବ କେଉଁ ଦେଶ? ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ପୁଣି ଥରେ ଆଞ୍ଚଳିକ ବିବାଦର ସମ୍ଭାବନାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢାଇଛି। ଇରାନର ସାମରିକ ଏବଂ…