ଜୀବନ ଶୈଳୀ ପରିବାର ସହ Bali Trip ପ୍ଲାନ୍ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍ ଥରେ ଦେଖନ୍ତୁ ନୂଆଦିଲ୍ଲୀ: ବିଦେଶ ଭ୍ରମଣ କରିବାକୁ ଇଚ୍ଛା ରଖୁଥିବା ପର୍ଯ୍ୟଟକଙ୍କ ପାଇଁ IRCTC ଆଣିଛି ଆକର୍ଷଣୀୟ ବାଲି ଟୁର୍ ପ୍ୟାକେଜ୍। ଏହି ପ୍ୟାକେଜ୍ରେ ବିମାନ ଯାତ୍ରାଠାରୁ ଆରମ୍ଭ କରି…