ଜାତୀୟ ଖବର କେରଳ ଯିବାକୁ ପ୍ଲାନ୍ କରୁଛନ୍ତି କି? IRCTCର ୮ ଦିନିଆ ପ୍ୟାକେଜ୍ରେ ମିଳିବ ହାଉସବୋଟ୍ର ମଜା ନୂଆଦିଲ୍ଲୀ: କେରଳ ନାଁ ଶୁଣିଲେ ଆଖି ଆଗରେ ଭାସିଉଠେ ସବୁଜ ପାହାଡ଼, ନଡ଼ିଆ ଗଛଘେରା ବେଳାଭୂମି, ଚା’ ବଗିଚା ଓ ମନମୋହକ ବ୍ୟାକ୍ୱାଟର୍। ଯଦି ଆପଣ ଏକାଥରେ…