ଆଜିର ଖବର ପ୍ରତିବର୍ଷ ଇସ୍ରୋ ଛାଡି ଯାଉଛନ୍ତି ୧୦୦ ରୁ ୧୨୦ ବୈଜ୍ଞାନିକ: ଜାଣନ୍ତୁ ଇସ୍ତଫା ପଛର କାରଣ ନୂଆଦିଲ୍ଲୀ: ଭାରତର ମହାକାଶ ମିଶନ ବର୍ତ୍ତମାନ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି। ପ୍ରତିବର୍ଷ ଦେଶର ସବୁଠାରୁ ପ୍ରତିଷ୍ଠିତ ମହାକାଶ ସଂସ୍ଥା ଇସ୍ରୋରୁ ୧୦୦ ରୁ ୧୨୦…