ଆଜିର ଖବର ‘ଓ୍ବାର୍ଲ୍ଡ ଫେମସ୍ ଲଭର’ର ଟିଜର ରିଲିଜ୍ : ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମୁମ୍ବାଇ, 03/01: ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର୍ଲ୍ଡ ଫେମସ୍ ଲଭର’ର ଟିଜର ରିଲିଜ୍ ହୋଇଛି । ଫିଲ୍ମର ଟିଜର୍ଟି ରିଲିଜ୍ ହେବାର ଦୁଇ ଘଣ୍ଟା…