Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଓ୍ବାର୍ଲ୍ଡ ଫେମସ୍‌ ଲଭର’ର ଟିଜର ରିଲିଜ୍‌ : ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା
ଆଜିର ଖବର

‘ଓ୍ବାର୍ଲ୍ଡ ଫେମସ୍‌ ଲଭର’ର ଟିଜର ରିଲିଜ୍‌ : ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା

January 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 03/01: ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଓ୍ବାର୍ଲ୍ଡ ଫେମସ୍‌ ଲଭର’ର ଟିଜର ରିଲିଜ୍‌ ହୋଇଛି । ଫିଲ୍ମର ଟିଜର୍‌ଟି ରିଲିଜ୍‌ ହେବାର ଦୁଇ ଘଣ୍ଟା ମଧ୍ୟରେ ଏକ ମିଲିୟନ୍‌ ଦର୍ଶକ ଏହାକୁ ଦେଖି ସାରିଛନ୍ତି । ଫିଲ୍ମଟିକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି । ବିଜୟଙ୍କ ଫ୍ୟାନ୍‌ ଟ୍ରେଲରକୁ ପସନ୍ଦ କରିଥିବା ବେଳେ କିଛି ବ୍ୟବହାର କାରୀ ଏହାକୁ ସମାଲୋଚନା କରିଥିଲେ । ପୁନର୍ବାର ଅର୍ଜୁନ ରେଡ୍ଡୀ ପରି ଚରିତ୍ରରେ ବିଜୟ ନଜର ଆସିବାକୁ ଯାଉଥିବା କିଛି ଟ୍ବିଟ୍ଟର ବ୍ୟବହାରକାରୀ ମତ ଦେଇଥିଲେ । ଏହି ଟିଜରରେ ବିଜୟଙ୍କ ଭୂମିକା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଟିଜରର ଏକ ସିନ୍‌ରେ ବିଜୟ ଜଣେ କୋଇଲା ଖଣି ଶ୍ରମିକ ଭାବରେ ଦେଖା ଦେଇଥିବା ବେଳେ ଅନ୍ୟ ଏକ ସିନ୍‌ରେ ସ୍କାଏ ଡାଇଭିଂ କରୁଥିବାର ନଜର ଆସିଛନ୍ତି । କ୍ରାନ୍ତି ମାଧବ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍‌ ଟ୍ରେସା ଏବଂ ଇଜାବେଲ୍‌ ଲିଟ୍‌ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସୀ)

aishwaryarajesh raashikhanna
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026

ସୁନା ମୂଲ୍ୟରେ ବିରାମ: ଜାଣନ୍ତୁ ଆଜିର ଦର

August 27, 2026

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026
Latest News

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026

ସୁନା ମୂଲ୍ୟରେ ବିରାମ: ଜାଣନ୍ତୁ ଆଜିର ଦର

August 27, 2026

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026

ରାତି ୧୨ରୁ ସକାଳ ୬ ଯାଏଁ ବନ୍ଦ ରହିବ ଇନଷ୍ଟା ଏବଂ ଫେସବୁକ୍: ମେଟାର ବଡ଼ ନିଷ୍ପତ୍ତି

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.