ଆଜିର ଖବର ଆଫଗାନିସ୍ତାନରେ ମହିଳାଙ୍କ ବିରୋଧରେ ତାଲିବାନର ନୂଆ ଆଦେଶ: ‘ଘରେ ଝରକା ତିଆରି କରିବା ମନା’ ନୂଆଦିଲ୍ଲୀ: ଆଫଗାନିସ୍ତାନରେ ମହିଳାଙ୍କ ବିରୋଧରେ ତାଲିବାନ ଏକ ନୂତନ ଆଦେଶ ଜାରି କରିଛି। ତାଲିବାନର ନୂତନ ନିୟମ ଅନୁଯାୟୀ ଆଫଗାନିସ୍ତାନରେ ନିର୍ମାଣ ହେଉଥିବା ନୂତନ ଘରଗୁଡ଼ିକର ଝରକା…