ଅପରାଧ ମଜୁରୀ ଟଙ୍କା ମାଗିବାରୁ ରାଜମିସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ, ପଢନ୍ତୁ ସମ୍ପୂର୍ଣ୍ଣ ଖବର ରମେଶ ମହାନ୍ତି ଜଗତସିଂହପୁର : କରୋନା ଭଳି ମହାମାରୀ ସମୟରେ ଅନେକ ପରିବାର ରୋଜଗାର ହରାଇଛନ୍ତି। ଏପରି ଅସମୟରେ ମୂଲ ଲାଗିଥିବା ଏକ ରାଜମିସ୍ତ୍ରୀ ମଜୁରୀ ବାବଦ…